NETWORK MARKETING TIPS ODIA, ଅପଲାଇନ ନା ସ୍ପୋନସର ଜାଣିବେ କିପରି ?
0 reviews
ପ୍ରିୟ ଓଡିଶା ବାସୀ,
ମୁଁ ବିଦ୍ୟାଧର ମହାନ୍ତ, ଆପଣ ମାନଙ୍କୁ VICTORY ତରଫରୁ ଅନେକ ଅନେକ ସ୍ୱାଗତ ।
ନେଟୱାର୍କ ମାର୍କେଟିଂ ପରି ଏକ ମହାନ ବ୍ୟବସାୟ ବିଷୟରେ ଆମ ଓଡ଼ିଶା ବାସୀଙ୍କୁ ନିଜ ମାତୃଭାଷାରେ ସରଳ ଭାବରେ ବୁଝାଇବାକୁ ଏକ ଛୋଟ ପ୍ରୟାସ କରିଛୁ ଏହି VICTORY ଚ୍ୟାନେଲ ମାଧ୍ୟମରେ । ଯାହାଦ୍ୱାରା ଏ ମହାନ ବ୍ୟବସାୟ କୁ ଭଲଭାବେ ବୁଝି ସମସ୍ତେ ନିଜର ସମସ୍ତ ସ୍ବପ୍ନ ପୂରା କରିପାରିବେ ।
ଏହି ଭିଡ଼ିଓଟିରେ ପ୍ରକୃତ ଅପଲାଇନ କୁ ଜାଣିବେ କିପରି ସେ ବିଷୟରେ ଆଲୋଚନା କରାଯାଇଛି ।
ଆଶା ଆପଣ ନିହାତି ଉପକୃତ ହେବେ ।
VICTORY ର ପ୍ରତ୍ୟେକ ଭିଡ଼ିଓ ଦେଖିବାକୁ ଚ୍ୟାନେଲକୁ
SUBSCRIBE କରିବାକୁ ଭୁଲିବେନି ।
ଧନ୍ୟବାଦ ।
#odianetworkmarketingtips
#odiamlmtraining
#ନେଟୱାର୍କମାର୍କେଟିଙ୍ଗ
#ମାର୍କେଟିଂଟିପ୍ସ
source